ଅବ୍ୟବସ୍ଥା ଘେରରେ ଆଇଜି ପାର୍କ: ଭଙ୍ଗାଦଦରା ପାଣି ଟ୍ୟାପ୍‌, ଟଏଲେଟ୍‌

ଭୁବନେଶ୍ୱର: ରାଜଧାନୀର ସବୁଠୁ ପୁରୁଣା ଓ ସୁନ୍ଦର ପାର୍କ ହେଉଛି ୟୁନିଟ୍-୨ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ। ରାଜଧାନୀର କେନ୍ଦ୍ର ତଥା ଲୋକସେବା ଭବନ ସମ୍ମୁଖରେ ଥିବା ଏହି ପାର୍କର ଅବସ୍ଥା ଏବେ ଶୋଚନୀୟ। ଉପର ଚିକ୍କଣ ସିନା ଭିତରେ ସବୁ ଭଙ୍ଗାଦଦରା ଅବସ୍ଥାରେ। ପାଣିଟ୍ୟାପ୍‌ ଓ ପାଇଖାନା ଭାଙ୍ଗିରୁଜି ଯାଇଥିବା ବେଳେ ଏବେ ସୁରକ୍ଷାକର୍ମୀଙ୍କ ଅବହେଳାରୁ ଭିତରେ ଅସାମାଜିକ ତତ୍ତ୍ବମାନେ ବାଇକ୍‌ ଧରି ବୁଲିବା ଦେଖିବାକୁ ମିଳୁଛି। ତେଣୁ କରୋନା … Continue reading ଅବ୍ୟବସ୍ଥା ଘେରରେ ଆଇଜି ପାର୍କ: ଭଙ୍ଗାଦଦରା ପାଣି ଟ୍ୟାପ୍‌, ଟଏଲେଟ୍‌